ଅସହାୟ ରୋଗାଗ୍ରସ୍ତକୁ ଜିଲ୍ଲା ପରିଷଦ ଉପାଧ୍ୟକ୍ଷାଙ୍କ ସହାୟତା ପ୍ରଦାନ, ଘର ଯୋଗାଇଦେବାକୁ ପ୍ରତିଶୃତି

ପୁରୁଷୋତ୍ତମପୁର, ୧୨/୦୧: ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଳକ ଅନ୍ତର୍ଗତ ଶିକୁଳା ଗ୍ରାମ ଉପକଣ୍ଠ ଏକ ସରକାରୀ ଜମି ଉପରେ ବସବାସ କରନ୍ତି ଅସହାୟ ରୋଗାକ୍ରାନ୍ତ ଶିବରାମ ।

Read more