ରେଳ ଦୁର୍ଘଟଣା ମୃତାହତଙ୍କୁ ସହାୟତା, ସରକାରଙ୍କ ପକ୍ଷରୁ ୫ଲକ୍ଷ ଏବଂ ଜିଲ୍ଲା ରେଡକ୍ରସ ତରଫରୁ ୧୦ ହଜାର ପ୍ରଦାନ

ବାଲେଶ୍ୱର : ବାହାନଗା ରେଳ ଦୁର୍ଘଟଣାରେ ମୃତ ଓ ଆହତ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ସହାୟତା। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରାଯାଇଛି।

Read more