ଶେଷରେ ଭାରତର ସହାୟତା କାମନା କଲା ଋଷ, ତୈଳ ଓ ଗ୍ୟାସ୍‌ କ୍ଷେତ୍ରରେ ନିବେଶ ଲାଗି ଦେଲା ପ୍ରସ୍ତାବ

ନୂଆଦିଲ୍ଲୀ ୧୩।୩:  ଯୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣାର ଏବେ ମୂଲ୍ୟ ଦେବାକୁ ପଡୁଛି ଋଷିଆକୁ। ଯୁଦ୍ଧଲାଗି ପାଶ୍ଚାତ୍ୟ ଦେଶମାନେ ଲଗାଇଥିବା କଟକଣା ଋଷିଆର ଆର୍ଥିକସ୍ଥିତିକୁ ଦୋହଲାଇ ଦେଇଛି।

Read more