ଭୁମିକମ୍ପରେ ଥରିଲା ପାକିସ୍ତାନ, ଭୂମିକମ୍ପ ଝଟକାରେ ଦୋହଲିଲା ଆଫଗାନିସ୍ତାନ

ପାକିସ୍ତାନ, ଆଫଗାନିସ୍ତାନରେ ଭୁମିକମ୍ପ ଝଟକା । ଇସଲାମାବାଦ, ଲାହୋର ,ରାବଲପିଣ୍ଡି , ସିଆଲକୋଟ ଓ ପେଶାୱର ସମେତ ଆଫଗାନିସ୍ତାନ, କାଜାକିସ୍ତାନ ଓ ଚୀନ୍ରେ ମଧ୍ୟ ଭୂକମ୍ପ ଝଟକା

Read more