ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ ବେଳେ ପୁରୀର ଟାହିଆ କାରିଗର ବସନ୍ତ କୁମାର ରଣାଙ୍କୁ ମୋଦିଜୀ କଲେ ସମ୍ମାନୀତ

ବିଶ୍ୱକର୍ମା ଯୋଜନା ଶୁଭାରମ୍ଭ ଅବସରରେ କୌଳିକ ବୃତିଧାରୀଙ୍କୁ ସମ୍ମାନିତ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହିକ୍ରମରେ ଓଡ଼ିଶାର ଟାହିଆ କାରିଗର ବସନ୍ତ କୁମାର ରଣାଙ୍କୁ ସମ୍ବର୍ଦ୍ଧନା ଦେଇଛନ୍ତି ପ୍ରଧାନମନ୍ତ୍ରୀ

Read more