ଗାନ୍ଧୀଧାମ-ପୁରୀ ଟ୍ରେନ୍‌ ଭିତରେ ୨ ଯାତ୍ରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ

ଟିଟିଲାଗଡ଼: ଗାନ୍ଧୀ ଧାମ-ପୁରୀ ଟ୍ରେନ୍‌ ଭିତରେ ଟିଟିଲାଗଡ ରେଳ ଷ୍ଟେସନ ନିକଟରେ ଯାତ୍ରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ୨ ଜଣଙ୍କ ବେକ କାଟି ହତ୍ୟା ଉଦ୍ୟମ ହୋଇଛି।

Read more