ବାଲିଯାତ୍ରାକୁ ନେଇ ଉଠିଲା ବିବାଦ, ଯାତ୍ରାର ସଂପୂର୍ଣ୍ଣ ଆୟବ୍ୟୟର ସ୍ପେଶାଲ ଅଡିଟ କରାଯାଉ: ପ୍ରଭାତ ତ୍ରିପାଠୀ

ଗତକାଲି ଶେଷ ହୋଇଥିବା ଐତିହାସିକ ବାଲିଯାତ୍ରାରେ ଜିଲ୍ଲା ପ୍ରଶାସନର ମନମୁଖୀ କାର୍ଯ୍ଯକ୍ରମ କରିଥିବା ନେଇ ଅଭିଯୋଗ । ଏହି ପ୍ରଶ୍ନ ଉଠାଇଛି ଉଭୟ ମହାନଗର ପୂଜା କମିଟି

Read more