ଗୁଲମାର୍ଗରେ ହିମସ୍ଖଳନ: ବରଫ ତଳେ ଚାପି ହୋଇଗଲେ ପର୍ଯ୍ୟଟକ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଗୁରୁବାର ମଧ୍ୟାହ୍ନରେ ଏକ ଅଘଟଣ ଘଟିଛି। ଗୁଲମାର୍ଗ ଅଞ୍ଚଳରେ ହିମସ୍ଖଳନ ଯୋଗୁ କେତେକ ପର୍ଯ୍ୟଟକ ବରଫ ତଳେ ପୋତି ହୋଇ ରହି ଯାଇଥିବା ଖବର

Read more