ରାଜ୍ୟର ୩ଜଣ ଜେଲ୍‌ କର୍ମଚାରୀଙ୍କୁ ସ୍ବାଧୀନତା ଦିବସ ଅବସରରେ ସେବା ପଦକ

ନୂଆଦିଲ୍ଲୀ: ଚଳିତ ବର୍ଷ ସ୍ବାଧୀନତା ଦିବସ ଅବସରରେ ଓଡ଼ିଶାର ୩ଜଣ ଜେଲ୍‌ କର୍ମଚାରୀଙ୍କୁ ସେମାନଙ୍କର ଉଲ୍ଲେଖନୀୟ ସେବା ପାଇଁ ପଦକ ମିଳିଛି। ଉଲ୍ଲେଖନୀୟ ସେବା ପାଇଁ ଜେଲର୍‌

Read more