ବିମାନରେ ବୋମା ଆତଙ୍କ । ଋଷରୁ ଗୋଆ ଆସୁଥିବା ବିମାନକୁ ପଠାଗଲା ଉଜବେକିସ୍ତାନ

ଋଷରୁ ଗୋଆ ଆସୁଥିବା ଏକ ଚାଟାର୍ଡ ଫ୍ଲାଇଟକୁ ସୁରକ୍ଷା ଆଲର୍ଟ ଜାରି କରାଯାଇଛି । ସୁରକ୍ଷା ଆଲର୍ଟ ଜାରି ହେବା ପରେ ବିମାନକୁ ଉଜବେକିସ୍ତାନକୁ ଡାଇଭର୍ଟ କରିଦିଆଯାଇଛି

Read more