ବିଶ୍ବକପ ବିଫଳତା ପରେ ଅଧିନାୟକ ପଦ ଛାଡ଼ିଲେ ବାବର ଆଜମ

କରାଚୀ : ଭାରତରେ ଚାଲିଥିବା ଆଇସିସି ବିଶ୍ବକପରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ବାବର ଆଜମ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।

Read more