ଭୁବନେଶ୍ୱରରେ ବାବୁସାନ୍‌ ମହାନ୍ତି

ଭୁବନେଶ୍ୱର ୨୭।୦୭ : ଚର୍ଚ୍ଚାରେ ହେଲା ଅନ୍ତ । ମଙ୍ଗଳବାର ରାତିଠୁ ଲାଗିରହିଥିବା କଳ୍ପନାଜଳ୍ପନାରେ ଶେଷ ହୋଇଛି । ଶେଷରେ ଓଡିଶାରେ ପହଞ୍ଚିଛନ୍ତି ବାବୁସାନ ମହାନ୍ତି ।

Read more