ସାମାନ୍ୟ ବଚସାରୁ ଯୁବକଙ୍କୁ ପିଟିପିଟି ହତ୍ୟା, ୨ ଅଟକ

କୋରାପୁଟ ୨୫।୧୨: କୋରାପୁଟ ସହର ପରଜା ସାହିରେ ଯୁବକଙ୍କୁ ହତ୍ୟା । ମଦ୍ୟପାନ ପରେ କୌଣସି କାରଣକୁ ନେଇ ବଚସାରୁ ପିଟିପିଟି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

Read more