ବାହୁଡ଼ିବେ ସାଆନ୍ତେ

ପୁରୀ: ସୋମବାର ବିଶ୍ବନିୟନ୍ତାଙ୍କ ବାହୁଡ଼ାଯାତ୍ରା। ଶ୍ରୀଗୁଣ୍ଡିଚା ମନ୍ଦିର ଜନ୍ମବେଦି ଛାଡ଼ି ଶ୍ରୀମନ୍ଦିର ବାହୁଡ଼ିବେ ମହାପ୍ରଭୁ। ଅଭିମାନିନୀ ମା’ ଲକ୍ଷ୍ମୀଙ୍କର କରିବେ ମାନଭଞ୍ଜନ। ଏଥିପାଇଁ ଆଜି ସଂଧ୍ୟାରୁ ପ୍ରସ୍ତୁତି

Read more