ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ସମେତ ୨୨ଜଣଙ୍କୁ ହାଇକୋର୍ଟରୁ ଜାମିନ

କଟକ: ଗତ ଫେବ୍ରୁଆରି ୨୮ରେ ଲୋୟର୍‌ ପିଏମ୍‌ଜିଠାରେ ‌ବିକ୍ଷୋଭ ବେଳେ ହିଂସା ଘଟାଇବା ଅଭିଯୋଗ ନେଇ ଦାୟର୍‌ ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ବିଜେପି ଯୁବମୋର୍ଚ୍ଚା

Read more