ବୈଷ୍ଣୋଦେବୀ ମନ୍ଦିର ଦଳାଚକଟା ମୃତକଙ୍କ ମିଳିଲା ପରିଚୟ, ପ୍ରଶାସନ ଜାରି କଲେ ନାମ ତାଲିକା ଓ ଠିକଣା

କଟାରା ୧।୧: ଜମ୍ମୁ-କାଶ୍ମୀର କଟାରାସ୍ଥିତ ମାତା ବୈଷ୍ଣୋଦେବୀ ଭବନ ଦଳାଚକଟା ମୃତକଙ୍କ ଚିହ୍ନଟ ହୋଇଛି। ଏହି ଦୁର୍ଘଟଣାରେ ୧୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରଶାସନ ସମସ୍ତଙ୍କ ଚିହ୍ନଟ କରିଛନ୍ତି।

Read more