୨୬ କୋଟିରେ ମରାମତି ହୋଇଥିଲା; ୨ ଶହ ଫୁଟ ଧସିଲା ବୈତରଣୀ ନଦୀବନ୍ଧ

ଦଶରଥପୁର: ନଦୀବନ୍ଧ ସୁଦୃଢ଼ୀକରଣ ନାଁରେ ରାଜ୍ୟ ସରକାର କୋଟି କୋଟି ଟଙ୍କା ଅର୍ଥ ମଞ୍ଜୁର କରୁଥିବା ବେଳେ ବିଭାଗୀୟ ଅଧିକାରୀ ଏବଂ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ

Read more