ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ଗୀତ ମାଧ୍ୟମରେ ପରିବେଷଣ କରୁଛନ୍ତି ଦିବ୍ୟାଙ୍ଗ କଳାକାର

ବଲାଙ୍ଗୀର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସବୁ ବର୍ଗର ଲୋକଙ୍କ ପାଇଁ ଯୋଜନା ପ୍ରଣୟନ କରିଛନ୍ତି । ଯାହା ଜନ୍ମରୁ ମୃତ୍ୟୁ ଯାଏଁ ଲୋକଙ୍କ ପାଇଁ ସହାୟକ ହେଉଛି

Read more