ବଲାଙ୍ଗୀରରେ ତାପମାତ୍ରା ୪୩.୩ ଡିଗ୍ରି ରେକର୍ଡ

ଭୁବନେଶ୍ବର: ରାଜ୍ୟବ୍ୟାପି ମଙ୍ଗଳବାର ମୁଣ୍ଡଫଟା ଖରା ହୋଇଛି। ସକାଳ ୮ଟା ପରଠାରୁ ଅପରାହ୍‌ଣ ୪ଟା ପର୍ଯ୍ୟନ୍ତ ପ୍ରବଳ ଖରାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ରାଜ୍ୟବାସୀ ଖରାଯୋଗୁଁ ତ୍ରାହିତ୍ରାହି

Read more