ପୂର୍ବତନ ସାଂସଦ ବାଲଗୋପାଲ ମିଶ୍ରଙ୍କ ପୁଅର ମୃତ୍ୟୁ

ଟ୍ରେନ ଦୁର୍ଘଟଣାରେ ଯୁବକ ମୃତ। ଘଟଣା ଘଟିଛି ଡୁଙ୍ଗୁରିପାଲି ରେଲୱେ କ୍ରସିଙ୍ଗରେ। ଯୁବକ ଜଣକ ହେଲେ ବଲାଙ୍ଗିର ଜିଲ୍ଲା ସାଲେଭଟା ଗାଁର ବାଲଗୋପାଲ ମିଶ୍ରଙ୍କ ପୁଅ ଅବିନାସ

Read more