ବାଲିଯାତ୍ରା କଟକ ଉତ୍ସବ ଉଦ୍‌ଘାଟିତ: ସଭାମଞ୍ଚରେ ‘ଜାତୀୟ ମାନ୍ୟତା’ ରାଜନୀତି

କଟକ: ଆଜି ସଂଧ୍ୟାରୁ ଆରମ୍ଭ ହୋଇଛି ରାଜ୍ୟର ସର୍ବବୃହତ ଐତିହାସିକ ମହାମେଳା କଟକ ବାଲିଯାତ୍ରା। ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ମହୋତ୍ସବରେ ୧୨ଶହରୁ ଅଧିକ

Read more