ବାଲିକୁଦା ଓ ଏରସମାରେ ମାଡି ଆସିଲା ଲୁଣି ପାଣି, ବୁଡିଗଲା ଚିଙ୍ଗୁଡି ଘେରି

ଜଗତସିଂହପୁର, ୧୩।୦୯ : ଗତ ଦୁଇ ଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଜଗତସିଂହପୁର ଜିଲ୍ଲାର ଶତାଧିକ ଗାଁ ଜଳବନ୍ଦୀ ହୋଇ ପଡିଛି ।

Read more