ପୁରୀ-ହାୱଡ଼ା ମଧ୍ୟରେ ଖୁବ୍‌ ଶୀଘ୍ର ଗଡ଼ିବ ‘ବନ୍ଦେ ଭାରତ’ ଏକ୍ସପ୍ରେସ୍

ସମ୍ବଲପୁର: ଖୁବ୍ ଶୀଘ୍ର ଓଡ଼ିଶାରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଆରମ୍ଭ ହେବ। କିଛି ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରୀରୁ ଏହି ଏକ୍ସପ୍ରେସ୍‌ ଆରମ୍ଭ କରିବା

Read more