ପୁଣି ଅଶାନ୍ତ ବାଣୀବିହାର କ୍ୟାମ୍ପସ, କମେଣ୍ଟ ମରାକୁ ନେଇ ବୁଲିଲା ଖଣ୍ଡା

ଭୁବନେଶ୍ୱର: ରାଜଧାନୀ ବାଣୀବିହାର କ୍ୟାମ୍ପସ ପୁଣି ଅଶାନ୍ତ ହୋଇଉଠିଛି । କମେଣ୍ଟ ମରାକୁ ନେଇ ବାଣୀବିହାର କ୍ୟାମ୍ପସରେ ଖଣ୍ଡା-ଭୂଜାଲି ବୁଲିଛି । ଦୁର୍ବୃତଙ୍କ ଆକ୍ରମଣରେ କିଛି ଛାତ୍ର

Read more