ପାକିସ୍ତାନରେ ଜରୁରୀକାଳୀନ: ବନ୍ୟାରେ ବୁଡିଲା ଅଧା ଦେଶ, ୩ କୋଟି ପ୍ରଭାବିତ, ୧୦୦୦ ମୃତ

ନୂଆଦିଲ୍ଲୀ: ପାକିସ୍ତାନରେ ବନ୍ୟା କାରଣରୁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ସ୍ଵାତ ଏବଂ ସିନ୍ଧୁ ନଦୀରେ ବଡ ଧରଣର ବନ୍ୟା କାରଣରୁ ପ୍ରାୟ ଅଧା ଦେଶ ବୁଡି ଯାଇଛି।

Read more