ବାରାକ୍‌ ଓବାମାଙ୍କ ବ୍ୟକ୍ତିଗତ ରୋଷେୟାଙ୍କ ସନ୍ଦେହଜନକ ମୃତ୍ୟୁ

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ବ୍ୟକ୍ତିଗତ ରୋଷେୟା ଟାଫାରୀ କ୍ୟାମ୍ପ୍‌ବେଲଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ସୋମବାର ମସାଚୁସେଟ୍ସ ଅଞ୍ଚଳରେ ପୋଲିସ ତାଙ୍କ ମୃତ୍ୟୁ ନିଶ୍ଚିତ କରିଛି।

Read more