ମୁଣ୍ଡିଆ ମାରିଲେ, ବିଧାନସଭା ଭିତରକୁ ପ୍ରବେଶ କଲେ ବିଧାୟିକା ବର୍ଷା ସିଂ ବରିହା

ବିଧାୟକ ଭାବେ ପ୍ରଥମଥର ପାଇଁ ବିଧାନସଭା ଆସିଲେ ବର୍ଷା ସିଂ ବରିହା । ପଦ୍ମପୁର ଉପ-ନିର୍ବାଚନରେ ବିଜୟ ପରେ ପ୍ରଥମ ଥର ପାଇଁ ବର୍ଷା ସିଂ ବରିହା

Read more