ପୋଲିସ ଉପସ୍ଥିତିରେ ଘରେ ପଶି ପିଟିଲେ, ଭଙ୍ଗା ରୁଜା କଲେ

ପୋଲିସ ଉପସ୍ଥିତିରେ ଗୁଣ୍ଡାରାଜ । ଘରେ ପଶିଲେ, ପିଟିଲେ ଭଙ୍ଗା ରୁଜା କଲେ । ରାଜଧାନୀର ମଞ୍ଚେଶ୍ୱର ଥାନା ଅଧିନ ସମେଇଗାଡ଼ିଆ ଅଂଚଳରେ ଘଟିଛି ଏଭଳି ଘଟଣା

Read more