ବେଆଇନ୍‌ ମାଟି ଉଠାଣ ଘଟଣାର ତଦନ୍ତ କରିବାକୁ ଯାଇଥିବା ବେଳେ ଆର୍.ଆଇ ଏବଂ ସହକାରୀ କର୍ମଚାରୀଙ୍କୁ ମାଡ଼

ବାଲିପାଟଣା, ୦୬/୦୫: ଆର.ଆଇ ଏବଂ ସହକାରୀ କର୍ମଚାରୀଙ୍କୁ ମାଡ ମାରିଲେ ମାଟି ମାଫିଆ । ଘଟଣା ଘଟିଛି ବାଲିପାଟଣା ତହସିଲ ସୋମଣାଶାସନ ଆର୍.ଆଇ ଅଧିନ ସେଉଳକୁଣ୍ଡ ଗ୍ରାମରେ

Read more