ପାଚେରୀ ଡେଇଁ ଭିତରକୁ ପଶିଲା ଭାଲୁ, ଜୀବନ ପ୍ରତି ବିପଦ ଆଶଙ୍କା

ଇନ୍ଦ୍ରାବତୀ: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଦିଗି ଗ୍ରାମ ପଞ୍ଚାୟତର ଚରାମୂଳା ଗ୍ରାମରେ ଭାଲୁ ଆତଙ୍କ ଦେଖାଯାଇଛି। ଗତ କିଛି ଦିନ ହେବ ଚରାମୂଳା ଗ୍ରାମରେ

Read more