କେନ୍ଦ୍ର ବଜେଟ୍ ୨୦୨୪ ପୂର୍ବରୁ ଅର୍ଥମନ୍ତ୍ରୀଙ୍କ ଉପସ୍ଥିତିରେ ହାଲୱା ସମାରୋହ ଅନୁଷ୍ଠିତ

ନୂଆଦିଲ୍ଲୀ: ୟୁନିୟନ ବଜେଟ୍ ୨୦୨୪ ପାଇଁ ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟାର ଶେଷ ପର୍ଯ୍ୟାୟରେ ମଙ୍ଗଳବାର ଅର୍ଥ ମନ୍ତ୍ରଣାଳୟ ଅର୍ଥାତ୍ ନର୍ଥ ବ୍ଲକ୍‌ରେ ହାଲୱା ସମାରୋହ ଆୟୋଜିତ ହୋଇଥିଲା।

Read more