ଇ-ମେଲ୍‌ରେ ବେଙ୍ଗାଲୁର ୧୫ରୁ ଊର୍ଦ୍ଧ୍ବ ସ୍କୁଲ୍‌କୁ ବୋମା ଧମକ; ସ୍ଥାନାନ୍ତରିତ ହେଲେ ଶିକ୍ଷାର୍ଥୀ ଓ କର୍ମଚାରୀ

ବେଙ୍ଗାଲୁରୁ: ଆଜି ସମଗ୍ର ବେଙ୍ଗାଲୁରୁରେ ୧୫ରୁ ଅଧିକ ସ୍କୁଲ୍‌ ବେନାମୀ ଇ-ମେଲ୍‌ଦ୍ବାରା ବୋମା ଧମକ ପାଇବାରୁ ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍କୁଲ୍‌ କର୍ତ୍ତୃପକ୍ଷମାନେ ଆତଙ୍କିତ ହୋଇପଡ଼ିଥିବା କଥା

Read more