ଭଦ୍ରକରୁ ଆଉ ୪ କରୋନା ପଜେଟିଭ ଚିହ୍ନଟ , ରାଜ୍ୟରେ ସଂଖ୍ୟା ପହଞ୍ଚିଲା ୯୪

ଭୁବନେଶ୍ୱର, ୨୪/୦୪: ଭଦ୍ରକରେ ଆଜି  ଆଉ ୪ କରୋନା ପଜେଟିଭ ରୋଗୀ  ଚିହ୍ନଟ ହୋଇଛନ୍ତି ।  ଏଥିସହ ଆଜି ସକାଳେ ବି ଜଣେ ରୋଗୀ ଚିହ୍ନଟ ହୋଇଥିଲେ। 

Read more