ନୂଆ ରୂପରେ ସଜେଇ ହେବ ଭୁବନେଶ୍ୱର ରେଳ ଷ୍ଟେସନ, ଖର୍ଚ୍ଚ ହେବ ୧୦ ରୁ ୧୨ ହଜାର କୋଟି ଟଙ୍କା

ଭୁବନେଶ୍ୱର: ଭୁବନେଶ୍ୱର ରେଲୱେ ଷ୍ଟେସନ ପକ୍ଷରୁ ଆଜି ଏକ ସାମ୍ବାଦିକ ସମିଳନୀର ଆୟୋଜନ କରାଯାଇଛି । ନୂଆ ରୂପରେ ଦେଖିବାକୁ ମିଳିବ ଭୁବନେଶ୍ୱର ରେଲୱେ ଷ୍ଟେସନ ।

Read more