ଗୋତେଙ୍ଗ ପାଲଟିଛି ଓମିକ୍ରନ୍ ଭୂତାଣୁର ସୁପରସ୍ପେଡର, ରାଜ୍ୟରେ ଗାଇଡ୍‌ଲାଇନ୍‌ ଜାରି, ଭୁବନେଶ୍ଵରକୁ ମନା ଅନ୍ତର୍ଜାତୀୟ ବିମାନ

ଭୁବନେଶ୍ଵର ୨୯।୧୧: କରୋନାର ନୂଆ ଭାରିଏଣ୍ଟ ଓମିକ୍ରନକୁ ନେଇ ପୂରା ବିଶ୍ବ ଭୟଭୀତ । ଏହି ଭାରିଏଣ୍ଟ ପୂର୍ବପେକ୍ଷା ଅଧିକ ସଂକ୍ରାମକ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଚେତାବନୀ

Read more