ବନ୍ୟାଞ୍ଚଳରେ ବଡ଼ଚଣା ବିଧାୟକ, ବୁଝିଲେ ଲୋକଙ୍କ ସମସ୍ୟା

ଚଣ୍ଡିଖୋଲ: ଲଗାଣ ବର୍ଷାରେ ପ୍ରଭାବିତ ହୋଇଛି ଯାଜପୁର ଜିଲ୍ଲା । ଲଗାଣ ବର୍ଷା ଯୋଗୁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବା ଫଳରେ ଗାଁ ଗଣ୍ଡାରେ ପାଣି ପଶିଛି

Read more