ଦ୍ୱିତୀୟ ବିବାହ ପାଇଁ ପ୍ରଥମେ ଅନୁମତି ନେବେ ସରକାରୀ କର୍ମଚାରୀ

ଟନା: ବିନା ଅନୁମତିରେ ଦ୍ୱିତୀୟ ବିବାହ କରିପାରିବେନି ବିହାର ସରକାରଙ୍କ କର୍ମଚାରୀ। ଦ୍ୱିତୀୟ ବିବାହ କରିବା ପୂର୍ବରୁ ପ୍ରଥମେ ସେମାନେ ଏ ସମ୍ପର୍କରେ ନିଜ ବିଭାଗକୁ ଜଣାଇବେ।

Read more