ଜେଡିୟୁ ଆରଜେଡି ମେଂଟରେ ଫାଟ, ଖୁବଶୀଘ୍ର ବିଜେପି ସହ ସରକାର ଗଢିପାରନ୍ତି ନୀତୀଶ କୁମାର

ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ମେଂଟକୁ ବଡ ଝଟକା । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ୟୁ-ଟର୍ଣ୍ଣ । ଇଣ୍ଡିଆ ଛାଡି ଏନଡିଏ ମେଂଟରେ ସାମିଲ ହେବ

Read more