ହଟିଲେ ବିହାର ବାଚସ୍ପତି : ଅନାସ୍ଥା ପ୍ରସ୍ତାବରେ ବାଚସ୍ପତିଙ୍କ ବିପକ୍ଷରେ ୧୨୫, ସପକ୍ଷରେ ପଡ଼ିଲା ୧୧୨ ଭୋଟ୍

ବିହାର ବିଧାନସଭାରେ ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାସ୍ ହୋଇଛି । ବାଚସ୍ପତିଙ୍କ ବିପକ୍ଷରେ ୧୨୫ ଭୋଟ୍ ପଡ଼ିଥିବା ବେଳେ ତାଙ୍କ ସପକ୍ଷରେ ୧୧୨ଟି ଭୋଟ୍ ପଡ଼ିଛି

Read more