ମା’ ଶାରଳାଙ୍କ ସମେତ ବିଭିନ୍ନ ଦେବୀ ପୀଠରେ ପାର୍ବଣ ପୂଜା ଆରମ୍ଭ

ଜଗତସିଂହପୁର ୨୯।୦୯: ଆଜି ପବିତ୍ର ମୂଳାଷ୍ଟମୀ । ଆଜି ଠାରୁ ଜଗତସିଂହପୁର ଜିଲା ଝଙ୍କଡ଼ ସ୍ଥିତ ମା ଶାରଳାଙ୍କ ପୀଠରେ ଆରମ୍ଭ ହୋଇଛି ପାର୍ବଣ ପୂଜା ।

Read more