ଜାନୁଆରୀ ୭ ତାରିଖରୁ ହୀରାକୁଦରେ ଆରମ୍ଭ ହେବ ପକ୍ଷୀ ଗଣନା

ସମ୍ବଲପୁର ୧୦।୧୨: ଆସନ୍ତା ଜାନୁଆରୀ ୭ ତାରିଖରେ ହୀରାକୁଦ ଜଳଭଣ୍ଡାରରେ ଆରମ୍ଭ ହେବ ପକ୍ଷୀ ଗଣନା । ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଡିଏଫଓ ଅଂଶୁପ୍ରଜ୍ଞା ଦାଶ ସୂଚନା ଦେଇଛନ୍ତି

Read more