‘ଜହ୍ନ ଉଇଁଲାଣି ସ୍ତ୍ରୀ ଓଷା ‌ଶେଷ କରିବ’ କହି ‘କର୍‌ୱା ଚୌଥ୍‌’ ଦିନ ପୁଲିସକୁ ସହାୟତା ମାଗିଲେ ଟ୍ରାଫିକ୍‌ରେ ଫସିଥିବା ବ୍ୟକ୍ତି

ନୂଆଦିଲ୍ଲୀ: ଜହ୍ନ ଉଇଁଲାଣି, ଘରେ ସ୍ତ୍ରୀ ‘କର୍‌ୱା ଚୌଥ୍‌’ ବ୍ରତ ଉଜାଁଇବାକୁ (ଶେଷ କରିବା) ଅପେକ୍ଷା କରିଛି କହି ଘରେ ପହଞ୍ଚିବାକୁ ସାହାଯ୍ୟ କରିବା ଲାଗି ଦିଲ୍ଲୀ

Read more