ଆଗୁଆ ନିର୍ବାଚନ ପାଇଁ ପାଗ ଭିଡ଼ିଲେଣି ୩ ଦଳ

୨୦୨୪ ନିର୍ବାଚନକୁ ଆହୁରି ଅନେକ ସମୟ ବାକି ଅଛି । କିନ୍ତୁ ଆଗୁଆ ନିର୍ବାଚନର ଚର୍ଚ୍ଚା ଜୋର ଧରିବା ପରେ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି ।

Read more