ଚାନ୍ଦବାଲି ଏନଏସିରେ ବିଜେଡି ପ୍ରାର୍ଥୀନୀ ଶାନ୍ତିଲତା ସେଠୀ ବିଜୟୀ

ଭଦ୍ରକ ୨୬/୦୩ : ଆଜି ସାରା ରାଜ୍ୟରେ ପୌର ନିର୍ବାଚନ ଫଳାଫଳ ପ୍ରକାଶ ପାଉଛି । ଅଧିକାଂଶ ସ୍ଥାନରେ ଶାସକ ଦଳ ବିଜେଡି ବାଜିମାତ କରିଥିବା ଜଣା ପଡ଼ିଛି।

Read more