ବିଜେଡ଼ି ସରକାରଙ୍କ ୫ ବର୍ଷର ପ୍ରଚାର ଖର୍ଚ୍ଚ ୪୫୨ କୋଟି ୯୬ ଲକ୍ଷ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଗତ ପାଞ୍ଚ ବର୍ଷରେ ପ୍ରଚାର ପାଇଁ ପୂର୍ବତନ ବିଜେଡି ସରକାର ୪୫୨ କୋଟି ୯୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ । ବିଧାନସଭାରେ ବିଜେଡି ବିଧାୟକ

Read more