୧୫ ଦିନ ଚୁପ ରହି ବିଜେଡି ନେତା ଏବେ ସାମ୍ନାକୁ ଆସିଛନ୍ତି, ଉତ୍ତର ଦେବା ବଦଳରେ ବ୍ୟକ୍ତିଗତ ଆକ୍ଷେପ କରୁଛନ୍ତି : ସୌମ୍ୟ

ଭୁବନେଶ୍ବର: ରାଜ୍ୟର ରାଜନୈତିକ ସ୍ଥିତି ଓ ଚାଲିଥିବା ଶାସନ ବ୍ୟବସ୍ଥାକୁ ନେଇ ନିଜ ଆଲେଖ୍ୟରେ ଚିନ୍ତା ପ୍ରକଟ କରିଥିଲେ ‘ସମ୍ବାଦ’ର ସଂପାଦକ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ।

Read more