ଏଥର ବି ବିଜେଡି ଗଢିବ ସରକାର : ଲେଖାଶ୍ରୀ ସାମନ୍ତସିଂହାର

ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କଲେ ବାଲେଶ୍ୱର ବିଜେଡି ଲୋକସଭା ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର । ମହାପ୍ରଭୁଙ୍କ ଦର୍ଶନ କରି ସେ ପ୍ରଚାର ମୈଦାନକୁ ଓହ୍ଲାଇବେ ।

Read more