ସମୀରଙ୍କୁ ଲେନିନଙ୍କ କଟାକ୍ଷ, ଲାଇମଲାଇଟରେ ରହିବାକୁ କରୁଛନ୍ତି ଟୁଇଟ୍

ଭୁବନେଶ୍ୱର: ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କୁ କଟାକ୍ଷ କଲେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ସମୀର ମହାନ୍ତିଙ୍କ ଟୁଇଟର ଜବାବ ଦେଇଛନ୍ତି ବିଜେଡି

Read more