କାଲି ବିଜେଡିର ପ୍ରଶିକ୍ଷଣ ଶିବିର

ଶଙ୍ଖ ଭବନରେ ବିଜେଡିର ପ୍ରେସମିଟ୍ । ଆସନ୍ତାକାଲି ବିଜେଡି ପକ୍ଷରୁ ବିଧାୟକଙ୍କ ପ୍ରଶିକ୍ଷଣ ଶିବିର ହେବ । ଉଦଘାଟନ କରିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

Read more