ତୃତୀୟ ରାଉଣ୍ଡ ଗଣତି ଶେଷ: ବଢ଼ି ଚାଲିଛି ବ୍ୟବଧାନ, ଆଗରେ ଚାଲିଛନ୍ତି ସୂର୍ଯ୍ୟବଂଶୀ

ପ୍ରଥମ ରାଉଣ୍ଡରେ ୭୭୯। ଦ୍ୱିତୀୟ ରାଉଣ୍ଡରେ ୧୩୭୯। ଆଉ ତୃତୀୟ ରାଉଣ୍ଡରେ ୨୦୩୩। ଧାମନଗର ଉପନିର୍ବାଚନରେ ଆଜି ଭୋଟ୍ ଗଣତି ଚାଲିଥିବା ବେଳେ ନିକଟତମ ପ୍ରାର୍ଥୀ ବିଜେଡିର

Read more